ଚିକିଟି: ପାତ୍ରପୁରରେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ: ପରିବେଶ ସୁରକ୍ଷା ପାଇଁ ଚିକିଟି ବିଧାୟକଙ୍କ ଆହ୍ୱାନ
Chikiti, Ganjam | Oct 2, 2026
ପାତ୍ରପୁରରେ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ଚିକିଟି ବିଧାୟକ। ବୃକ୍ଷରୋପଣ ଓ ପ୍ଲାଷ୍ଟିକ ବର୍ଜନ ପାଇଁ ସେ ସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।