Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
बिसरा थानांतर्गत कई जगहों में ताड़ी के आड़ में फल -फूल रहा अवैध मादक पदार्थों का कारोबार! - Bisra News
public24april
No video available
7
बिसरा थानांतर्गत कई जगहों में ताड़ी के आड़ में फल -फूल रहा अवैध मादक पदार्थों का कारोबार!
Bisra, Sundargarh
| Mar 12, 2023
MORE NEWS
ରାଉରକେଲା; ନ୍ୟାୟ ପାଇଁ ଲଢେଇ; ବନ୍ଧମୁଣ୍ଡା ରୋଡ ବଳଭଦ୍ର ମାର୍କେଟ କମିଟି ପକ୍ଷରୁ ଆରଏସପି ନଗର ସେବା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା #smsnewsnetwork #rourkela #SAIL #RSP #fightforjusice #balabhadramarket #sector3ps #cgm #GM #Townservices
Sundargarh Town, Sundargarh | Aug 17, 2026
SMS News Bureau Bisra ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୬୬ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ। ୩୬ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୪ ଟି ସାମୁହିକ ଅଭିଯୋଗ ରହିଥିଲା। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଥିିକ ସହାୟତା ପାଇଁ ୪ ଜଣ ବ୍ୟକ୍ତି ଓ ରେଡକ୍ରସ ସହାୟତା ପାଇଁ ୨ ଜଣ ଆବେଦନ କରିଥିଲେ । ଏଥି ମଧ୍ୟରୁ ୬ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ଡିଏଫଓ ରବିକାନ୍ତ ମୀ ନା ସହିତ ବିଶ୍ର। ଗୋଷ୍ଠି ଉନ୍ନୟନ ଅଧିକାରୀ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l #smsnewsnetwork #bisra #grivance #dmsundargarh #sprourkela
Sundargarh Town, Sundargarh | Aug 17, 2026
ବଞ୍ଜାରୀ–ସରବାହାଲ ରାସ୍ତାରେ ପୋଲ ଭାଙ୍ଗିଲା, ଯାତାୟାତ ବ୍ୟାହତ #odiabhaskar #odisha #jharasuguda #viralreels
Talasara, Sundargarh | Aug 17, 2026
ରେଙ୍ଗାଲି ପୋଲିସର ବଡ଼ ସଫଳତା: ୨୩.୦୩୦ କେଜି ଗଞ୍ଜେଇ ଜବତ, ୨ ଆନ୍ତର୍ରାଜ୍ୟ ଚୋରା ଚାଲାଣକାରୀ ଗିରଫ #odiabhaskar #odisha #jharasuguda #viralreels
Talasara, Sundargarh | Aug 17, 2026
କିର୍ମିରାରେ ୮୫ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ନିର୍ମାଣ: ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ #odiabhaskar #odisha #jharasuguda #viralreels
Talasara, Sundargarh | Aug 17, 2026