ଦେବଗଡ: ଦେବଗଡ଼ରେ ବସୁନ୍ଧରା ପରାମର୍ଶ ସଭା: ଜଙ୍ଗଲ ଜମି ପଟ୍ଟା ପାଇବା ପ୍ରକ୍ରିୟା ହେବ ସରଳ
ଦେବଗଡ଼ ଆଇଟିଡିଏ ମିଟିଂ ହଲ୍ରେ ଜଙ୍ଗଲ ଜମି ଅଧିକାରକୁ ନେଇ ବସୁନ୍ଧରା ପରାମର୍ଶ ସଭା ଅନୁଷ୍ଠିତ। ଯୋଗ୍ୟ ଜନଜାତି ପରିବାରଙ୍କୁ ସହଜରେ ଜଙ୍ଗଲ ଜମି ପଟ୍ଟା ଦେବା ଓ ଆବେଦନ ପ୍ରକ୍ରିୟାକୁ ସରଳ କରିବା ଉପରେ ଦିଆଗଲା ଗୁରୁତ୍ୱ।