କଳାହାଣ୍ଡି: ଆସନ୍ତା 8 ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା
Kalahandi, Kalahandi | Oct 3, 2026
ପାଠ୍ୟ ପୁସ୍ତକରେ ତ୍ରୁଟି ଓ ବନ୍ୟା ସହାୟତା ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଭବାନୀପାଟଣା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।