ଜୟପୁରରେ ବ୍ରାଉନ ସୁଗର ରାକେଟ୍ ଠାବ,୫୦ ଲକ୍ଷର ବ୍ରାଉନ ସୁଗର ଜବତ, ୬ ଗିରଫ
🚨 ନିଶା କାରବାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ!
💥 ୪୦୩ ଗ୍ରାମ ବ୍ରାଉନ ସୁଗର ଜବତ, ଆନ୍ତଃଜିଲ୍ଲା ରାକେଟ୍ର ପର୍ଦ୍ଦାଫାସ!
🚔 କାର୍, ମାରଣାସ୍ତ୍ର ଓ ନଗଦ ଟଙ୍କା ଜବତ, ୬ ନିଶା ବେପାରୀ ଗିରଫ!
#ଜୟପୁର #ବ୍ରାଉନସୁଗର #ବ୍ରାଉନସୁଗରଜବତ #ନିଶାକାରବାର #୬ଗିରଫ #ପୋଲିସରବଡ଼ଆକ୍ସନ #ଜୟପୁରପୋଲିସ #ଆନ୍ତଃଜିଲ୍ଲାରାକେଟ୍ #ନିଶାମୁକ୍ତଓଡ଼ିଶା #KoraputNews #JeyporeNews #BrownSugar #DrugRacket #PoliceAction #BreakingNews #OdishaNews #ViralNews #TrendingNews #Jayapur #JayapurNews #YouTubeShorts #FacebookReels #National24