ନୀଳଗିରି: ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଗାନ୍ଧୀ ଜୟନ୍ତୀ ଅବସରରେ ନୀଳଗିରି ଗୋପୀନାଥପୁରସ୍ଥିତ ଗ୍ରାମୀଣ ଉଦ୍ୟୋଗ ପାର୍କରେ ଶତାଧିକ ମହିଳାଙ୍କ ସହ ସଫେଇ କାର୍ଯ୍ୟରେ ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସେ ଆହ୍ୱାନ ଦେଇଛନ୍ତି।