ଭୋଗରାଇ: ବାଲେଶ୍ୱରରେ ଅପେରା ଯାତ୍ରା ବେଳେ ଗଣ୍ଡଗୋଳ: ମଞ୍ଚ ଉପରକୁ ଚେୟାର ଓ ବୋତଲ ମାଡ
ବାଲେଶ୍ୱର ଭୋଗରାଇରେ ଅପେରା ଯାଜ୍ଞସେନିର ନାଟକ ସନାତନୀ ସମୟରେ ହଙ୍ଗାମା। ହିନ୍ଦୁ-ମୁସଲିମ ସମ୍ପର୍କିତ ଦୃଶ୍ୟକୁ ନେଇ ଦର୍ଶକଙ୍କ ଅସନ୍ତୋଷ, ମଞ୍ଚ ଉପରକୁ ଫିଙ୍ଗିଲେ ଚେୟାର ଓ ବୋତଲ। ଏବେ ଏହି ଘଟଣାର ଭିଡିଓ ଭାଇରାଲ।