ବାଲେଶ୍ୱର ଜିଲ୍ଲା ବସ୍ତା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜନସମ୍ପର୍କ ପଦ ଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି, ବସ୍ତାବିଜେଡି ସଭାପତି ମହାଦେବ ଦାସଙ୍କ ନେତୃତ୍ୱରେ ବସ୍ତା କଟି ପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରୁ ଏକ ବିଶାଳ ପଦ ଯାତ୍ରା ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଥିବା ଗାନ୍ଧୀ ମୃର୍ତ୍ତିରେ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଛି |
#BJDOdisha #BijuJanataDal #BASTA