ନୀଳଗିରି: ନୀଳଗିରି ଔପଦା ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ବିଜେପି ସରକାରଙ୍କୁ ଟାର୍ଗେଟ
ନୀଳଗିରି ନିର୍ବାଚନ ମଣ୍ଡଳୀର ଔପଦା ଠାରେ ଅନୁଷ୍ଠିତ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁକାନ୍ତ କୁମାର ନାୟକ ଓ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ ବିଫଳତା ବଖାଣିଛନ୍ତି।