କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜାମୁଧାରରେ ଆଦର୍ଶ ଡାକ କର୍ମଚାରୀ ବୈଷ୍ଣବ ଚରଣ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ
କେନ୍ଦ୍ରାପଡ଼ା ଜିଲ୍ଲା ଜାମୁଧାର ଗ୍ରାମରେ ଆଦର୍ଶ ଡାକ କର୍ମଚାରୀ ବୈଷ୍ଣବ ଚରଣ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରଭାତ ଲେଙ୍କାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।