ନିମାପଡା: ତୁଳସୀପୁରରେ ଲୋକଙ୍କ ସମସ୍ୟା ଶୁଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
Nimapada, Puri | Sep 30, 2026 ତୁଳସୀପୁର ଗ୍ରାମପଞ୍ଚାୟତ ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସିଧାସଳଖ ଜନସାଧାରଣଙ୍କୁ ଭେଟି ଆଲୋଚନା କରିବା ସହ ଅଭିଯୋଗର ସମାଧାନ କରିଛନ୍ତି ।