ସିମୁଳିଆ: ନୀଳଗିରିରେ ବିଜେଡିର ବିରାଟ ପ୍ରତିବାଦ: ସରକାରୀ ଯୋଜନାରେ ଦୁର୍ନୀତି ଅଭିଯୋଗ
ନୀଳଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ଵରେ ବିଜେଡିର ବିରାଟ ପ୍ରତିବାଦ। ସରକାରୀ ଯୋଜନାରେ ଦୁର୍ନୀତି ଓ ଲାଞ୍ଚ ବିରୋଧରେ ହଜାର ହଜାର ଲୋକଙ୍କ ସମର୍ଥନରେ ହେଲା ବିକ୍ଷୋଭ।