ଭଞ୍ଜନଗର: ଭଞ୍ଜନଗରରେ ତିନି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ, 30 କିଲୋ ଗଞ୍ଜେଇ ଜବତ
ଭଞ୍ଜନଗର ଅବକାରୀ ଟିମ୍ ତିନି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି 30 କିଲୋ ଗଞ୍ଜେଇ ସହ ଏକ ମାରୁତି ସୁଜୁକି କାରକୁ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ବୌଦ୍ଧ ଜିଲ୍ଲାରୁ ମହାରାଷ୍ଟ୍ରକୁ ହେଉଥିବା ସୂଚନା ମିଳିଛି।