ସୋର: ବାଲେଶ୍ୱର ଖନ୍ତାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପରୀକ୍ଷା ଦେବାକୁ ଯିବା ବେଳେ ଛାତ୍ରୀ ମୃତ
Soro, Balasore | Oct 5, 2026 ବାଲେଶ୍ୱର ଖନ୍ତାପଡ଼ା ଜାତୀୟ ରାଜପଥରେ ଗ୍ୟାସ ଟ୍ରକ ଧକ୍କାରେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଙ୍କ ମୃତ୍ୟୁ। ଅଧ୍ୟାପିକା ଗୁରୁତର ଆହତ। ଘଟଣାସ୍ଥଳରୁ ଫେରାର ହୋଇଛି ଟ୍ରକ। ସ୍ଥାନୀୟ ଅଞ୍ଚଳରେ ଶୋକ।