କେନ୍ଦୁଝର ସଦର: କେନ୍ଦୁଝର: ପୋଇପାଣି ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ସାହୁଙ୍କ ଅବସର
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତୋରାଣିପୋଖରୀ ପଞ୍ଚାୟତର ପୋଇପାଣି ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ସାହୁ ଚାକିରିରୁ ଅବସର ନେଇଛନ୍ତି। ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତାଙ୍କର ଦୀର୍ଘ ଶିକ୍ଷକତା ଜୀବନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅବଦାନକୁ ସମସ୍ତେ ମନେ ରଖିବେ।