Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସିମୁଳିଆ: ଡୁଙ୍ଗୁରା ବଜାର ରେ ବିଦ୍ୟୁତ ସଂଚୟ ଙ୍କୁ ନେଇ ଛାତ୍ରଛାତ୍ରୀ ମାନଙ୍କର ସଚେତନତା ଶୋଭାଯାତ୍ରା

Similia, Balasore | Dec 15, 2025
ବିଦ୍ୟୁତ ବଞ୍ଚାଇବା କୁ ନେଇ ଛାତ୍ରଛାତ୍ରୀ ଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଆଜି ସୋମବାର ଅପରାହ୍ନ 4ଘଟିକା ସମୟରେ ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ବାହାରି ଡୁଙ୍ଗୁରା ବଜାର ପରିକ୍ରମା କରିଥିଲେ l ବିଦ୍ୟୁତ ସଂଚୟ କଲେ କି ସମାଜ ରେ କି ପ୍ରଭାବ ପଡିବ ସେ ବିଷୟରେ ବିଭିନ୍ନ ବାର୍ତା ନେଇ ପରିକ୍ରମା କରିଥିଲେ l ଏଥିରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାମିଲୀ ହୋଇଥିଲେ l