ନର୍ଲା: ନର୍ଲା ସ୍ଥିତ ଶୈବ ପୀଠ ରେ ମକର ସଂକ୍ରାନ୍ତି ପର୍ବ ଆୟୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ବୁଧବାର ଦିନ ସକାଳ ନଅ ଘଣ୍ଟା ସମୟରେ ନର୍ଲା ସ୍ଥିତ ଶୈବ ପୀଠ ରେ ସ୍ଥାନୀୟ ମହିଳା ଙ୍କ ଦ୍ଵାରା ମକର ସଂକ୍ରାନ୍ତି ପର୍ବ ଆୟୋଜନ ହୋଇଥିଲା ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା