ରାୟଗଡା: ରାୟଗଡ଼ାରେ ନିଶାମୁକ୍ତ ସମାଜ ପାଇଁ ମହିଳାଙ୍କ ଆନ୍ଦୋଳନ
ରାୟଗଡ଼ା ଜିଲ୍ଲାରେ ବୃଦ୍ଧି ପାଉଥିବା ଚୋରା ମଦ କାରବାର ବିରୋଧରେ ଆଦିବାସୀ ମହିଳା ଓ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଘରୋଇ ଅଶାନ୍ତି ଓ ମାରଧରରୁ ମୁକ୍ତି ପାଇବା ପାଇଁ ସେମାନେ ନିଶାମୁକ୍ତ ସମାଜ ଗଠନ ଦାବିରେ ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।