Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

କଟକ ପୌରାଞ୍ଚଳ: ଅପରାହ୍ନରେ ବଡ଼ମ୍ବା ର ଭଟ୍ଟାରିକା ପୀଠ ଠାରେ ବିଜେଡି ର ୨୯ ନମ୍ବର ଜୋନ ର ସାଙ୍ଗଠାନିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଅପରାହ୍ନରେ ବଡ଼ମ୍ବା ର ଭଟ୍ଟାରିକା ପୀଠ ଠାରେ ବିଜେଡି ର ୨୯ ନମ୍ବର ଜୋନ ର ସାଙ୍ଗଠାନିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶହ ଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ। ବିଜେଡି ନେତା ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।