Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ପଦାଧିକାରୀ ଘୋଷଣା ପରେ ସଂଗଠନ ସୁଦୃଢ଼ କରିବା ପାଇଁ ପୂର୍ବତନ ବିଧାୟକ ସହ ଆଲୋଚନା

Kantabanji, Balangir | Feb 19, 2026
ଏନେଇ ନୂଆଁ ଭାବରେ ଦାଇତ୍ୱ ପାଇଥିବା ସଭାପତି ଏବଂ ଦଳର ପୁରୁଣା ନେତା ମାନେ ଗୁରୁବାର ବିଜୁ ଜନତା ଦଳ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ପଶ୍ଚିମ ଓଡ଼ିଶା ସଂଖ୍ୟାନାୟକ ଲଘୁ ସେଲର ସଂଯୋଜକ ହାଜି ମହମ୍ମଦ ଆୟୁବ ଖାନ ଙ୍କୁ ସାକ୍ଷାତ କରିଛନ୍ତି। ଆଗାମୀ ଦିନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବଙ୍ଗୋମୁଣ୍ଡା,ମୁରିବାହାଳ, ତୁରେକେଲା ବ୍ଲକ ସହ କଣ୍ଟାବାଞ୍ଜି ଏନଏସି ରେ ବିଜୁ ଜନତା ଦଳ ସଂଗଠନ କେମିତି ସୁଦୃଢ଼ ହେବା ଦିଗରେ କାମ କରିବା ସହ ରାଜ୍ୟର ଡବଲ ଇଞ୍ଜିନ ସରକାର ବିଫଳ ଉପରେ ଲୋକଙ୍କୁ ଅବଗତ କରିବା ସହ ବୋଲି ବୈଠକରେ ଆଲୋଚନା ହୋଇଥିଲା।