Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

ଚୌଦ୍ବାର: ବେଆଇନ ହାତରନ୍ଧା ଦେଶୀମଦ ବିକ୍ରି ଓ ଚାଲାଣ କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ ଗିରଫକରି ଅଦାଲତ ପଠାଇଛି।

Choudwar, Cuttack | May 9, 2025
ବେଆଇନ ହାତରନ୍ଧା ଦେଶୀମଦ ବିକ୍ରି ଓ ଚାଲାଣ କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଅଭିଯୁକ୍ତଙ୍କୁ ଗିରଫକରି ଅଦାଲତ ପଠାଇଛି। ଗିରଫ ଜଣଙ୍କ ହେଲେ ହରିଅନ୍ତା ପଞ୍ଚାୟତ ନିମାପଡ଼ାର ବିରଞ୍ଚି ସେଠୀ(୪୩)। ପୁଲିସ ସୂଚନା ଅନୁସାରେ କିଛି ବ୍ୟକ୍ତି ଆଠଗଡ଼଼ର ବିଭିନ୍ନ ଅଞ୍ଚଳରୁ ଚୋରାରେ ବେଆଇନ ଭାବେ ହାତରନ୍ଧା ଦେଶୀମଦକୁ ଆଣି ଥାନା ଅଞ୍ଚଳର ପାହାଡିଆ ଗ୍ରାମ ମାନଙ୍କରେ ଚାଲାଣ ସହ ବିକ୍ରି କରୁଥିବା ଅଭିଯୋଗ ରହିଥିଲା। ଖବର ଆଧାରରେ ପୁଲିସ ଚଢଉକରି ଘର ପଛରେ ଲୁଚାଇ ରଖାଯାଇଥିବା ମଦକୁ ଜବତ କରିଥିବା ଶୁକ୍ରବାର ରାତି ୯ଟାରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।