#ହୁତୁ_ହୁତୁ_ହେଇ_ଜଳିଗଲା_ବାଇକ_ସୋ_ରୁମ୍
ପୋଡ଼ି ପାଉଁଶ ହୋଇଗଲା ମାଳମାଳ ବାଇକ୍ । ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳରେ HERO ସୋରୁମରେ ଭୟଙ୍କର ନିଆଁ ଲାଗି ସବୁକିଛି ପୋଡ଼ି ପାଉଁଶ ପାଲଟିଯାଇଛି। ସକାଳେ କୌଣସି କାରଣରୁ ସୋ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା । ଷ୍ଟକ୍ ଥିବା ୧୫ରୁ ଅଧିକ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିବାବେଳ ଅନେକ ଆସେସୋରିଜ୍ ଓ ଆସବାବପତ୍ର ମଧ୍ୟ ପୋଡ଼ି ଅଙ୍ଗାର ପାଲଟିଯାଇଛି।
#BalasoreFire #Sahadevkhunta #BikeShowroomFire #OdishaNews #ShowroomFire #BikeFire
#BHARAT_NEWS_ODIA
Singla, Balasore | Sep 30, 2026