Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

କେନ୍ଦ୍ରାପଡା: ରାଜକନିକା କନପୁର ଗାଁରେ ପହଁଚି ସୁଭଦ୍ରା ଯୋଜନାର ସମୀକ୍ଷା କଲେ ଜିଲ୍ଲା ବିଜେପି ସଭାପତି

ଆଜି ପୂର୍ବାହ୍ନ ୧୧ଟା ସମୟରେ ରାଜକନିକା କନପୁର ପଞ୍ଚାୟତ କନପୁର ଗାଁରେ ପହଁଚି ସୁଭଦ୍ରା ଯୋଜନା ର ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ତାଙ୍କ ସହିତ ଥିବା ପଞ୍ଚାୟତ ସ୍ତରୀୟ ବିଜେପି କର୍ମୀ ଙ୍କୁ ଯେଉଁ ମହିଳା ମାନେ ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି ତୁରନ୍ତ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି

MORE NEWS