Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ଚମ୍ପୁଆ: ଗୁରବେଡା ଗ୍ରାମରେ କୁକୁଡ଼ା ଲଢେ଼ଇ ଓ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୧୦ ଗିରଫ ସହ ଏକ ବୋଲେରୋ, ୩୧ ବାଇକ ଓ ନଗଦ ଜବତ

Champua, Kendujhar | Dec 10, 2025
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡା ଗ୍ରାମରେ ବେଆଇନ ଜୁଆଖେଳ ଓ କୁକୁଡା ଲଢେଇ ବେଳେ ପୋଲିସ ଅତର୍କିତ ଚଢାଉ କରି ଏକ ବୋଲେରୋ ସହ ୩୧ଟି ବାଇକ, ନଗଦ ୧୩୦୩୧ ଟଙ୍କା ଜବତ ସହିତ ଦଶ ଜଣକୁ ଗିରଫ କରିଥିବା ସୂଚନା ରହିଛି।