ରାୟଗଡା: କୋଲନରା ବ୍ଲକରେ ଏକ ମାସ ହେଲା ପାନୀୟ ଜଳ ସମସ୍ୟା, ଅସୁବିଧାରେ ଗ୍ରାମବାସୀ
କୋଲନରା ବ୍ଲକ କୈଳାଶପୁର ହରିଜନ ପଡ଼ାରେ ଦୀର୍ଘ ଏକ ମାସ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାଣି ପାଇଁ ଲୋକେ ଅସୁବିଧାରେ ଥିବା ବେଳେ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।