କଳାହାଣ୍ଡି: କଲମପୁରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
Kalahandi, Kalahandi | Oct 1, 2026
ଆନ୍ତର୍ଜାତୀୟ ବୟସ୍କ ଦିବସ ଅବସରରେ କଲମପୁର ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ସହ ବରିଷ୍ଠ ନାଗରିକଙ୍କୁ ଔଷଧ ପ୍ରଦାନ କରାଯାଇଛି ।