କୁଜଙ୍ଗ: ପାରାଦୀପ ବନ୍ଦରରେ କୋଇଲା ପରିବହନ ବୃଦ୍ଧି ପାଇଁ ବୈଠକ
ପାରାଦୀପ ବନ୍ଦରରେ ତାପଜ କୋଇଲା ପରିବହନ ଓ ଲଜିଷ୍ଟିକ୍ ସମସ୍ୟାର ସମାଧାନ ପାଇଁ ପିପିଏ ଓ ପ୍ରମୁଖ ଜେନକୋସ୍ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବାଣିଜ୍ୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜାହାଜ ଚଳାଚଳ ଓ କାର୍ଗୋ ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।