ଦେଓଗାଁ ରେ ୮୦ତମ ସ୍ବାଧିନତା ଦିବସ ଅବସରରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ ତରଫରୁ,କ୍ଲବର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହି ପବିତ୍ର ଦିବସକୁ ପାଳନ କରାଯାଇଛି। ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିଜୟ ଦେହୁରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କ୍ଲବର କୋଷାଧ୍ୟକ୍ଷ୍ୟ ପ୍ରଶାନ୍ତ ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।କ୍ଲବର ସଭାପତି ଶ୍ରୀଯୁକ୍ତ ପ୍ରହ୍ଲାଦ ମହାନ୍ତି ତଥା କ୍ଲବର ସମସ୍ତ ସଦସ୍ୟଙ୍କ ତରଫରୁ ଏହି ସ୍ବାଧିନତା ଦିବସ ଅବସରରେ ଆପଣଙ୍କୁ ତଥା ସାରା ଭାରତବାସୀଙ୍କୁ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା। ଜୟ ହିନ୍ଦ୍।ଜୟ ଭାରତ।
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
🇮🇳Wish u all a very very Happy Independence Day🇮🇳
💐💐💐💐💐💐💐💐💐💐💐
#public #newsodiaodisha #gandiakhabar #facebooklike