Public App Logo
ପୁଅ କୁ ଉଦ୍ଧାର କରିବାକୁ ଜାଇ ବାପା ମୃତ୍,ଭୁତୁମୁଣ୍ଡି ମହାନଦୀ ପୋଲ ତଳେ ବନ୍ୟା ପ୍ରଖର ସ୍ରୋତରେ ଛୋଟ କାଉଡିଆ ପୁଅ ପାଣି ଉଠାଉଥିବା ସମୟରେ ଭାସିଜାଇଥିଲା,ବାପା ପୁଅକୁ ଉଦ୍ଧାର କରି ବାପା ଭାସିଗଲା କୁଜଙ୍ଗ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶମ ପରେ ବାପା ଉଦ୍ଧାର ହେଲେ କିନ୍ତୁ ବାପା ଇଶ୍ୱର ବାରିକ ମୃତ #highlightseveryone #Arnabnews #jagatsinghpur #Naugaon #highlights - Naugaon News