ପୁରୀ: NEET 2026ରେ ସଫଳତା: ସମ୍ବିତ ପାତ୍ର ଓ ଓଁ ପ୍ରକାଶ ମିଶ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ ସ୍ନିଗ୍ଧା
Puri, Puri | Oct 4, 2026
ନୀଟ୍ ୨୦୨୬ ପରୀକ୍ଷାରେ ସଫଳତା ହାସଲ କରିଥିବା ସତ୍ୟବାଦୀ ବଡ଼ାସ ପଞ୍ଚାୟତର ମେଧାବୀ ଛାତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ପରିଡ଼ାଙ୍କୁ ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ବିଧାୟକ ଓଁ ପ୍ରକାଶ ମିଶ୍ର ସମ୍ବର୍ଦ୍ଧନା ଜଣାଇଛନ୍ତି।