ରାୟଗଡା: ବିଷମକଟକରେ 25 ତମ ରାଜ୍ୟସ୍ତରୀୟ ସିପକଟ୍ରାକୋ ପ୍ରତିଯୋଗିତା ଉଦଯାପିତ
ରାୟଗଡ଼ା ଜିଲ୍ଲା ବିଷମକଟକରେ ଅନୁଷ୍ଠିତ ହୋଇଥିବା 25 ତମ ରାଜ୍ୟସ୍ତରୀୟ ସିନିଅର ସିପକଟ୍ରାକୋ ପ୍ରତିଯୋଗିତାରେ ରାୟଗଡ଼ା ବାଳକ ଦଳ ଚାମ୍ପିଅନ ହୋଇଛି। ପ୍ରତିଯୋଗିତାରେ 17 ଜିଲ୍ଲାର 19 ପୁରୁଷ ଓ 12 ମହିଳା ଦଳ ଅଂଶଗ୍ରହଣ କରିଥିଲେ।