Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
newspublic784
କୋରାପୁଟରେ ଆଡ଼ମ୍ବର ସହ ପାଳିତ ୮୦ତମ ସ୍ଵାଧୀନତା ଦିବସ କୋରାପୁଟ ପୋଲିସ ପଡ଼ିଆରେ ଜିଲ୍ଲା ସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ଵାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପରେଡ୍ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖି ଦେଶର ଉନ୍ନତି ସହ କୋରାପୁଟର ବିକାଶ ନେଇ ମତ ପ୍ରକାଶ କରିଛନ୍ତି। 🇮🇳 ଜୟ ହିନ୍ଦ | ବନ୍ଦେ ମାତରମ୍ 🇮🇳 #IndependenceDay #Koraput #80thIndependenceDay #KoraputNews #OdishaNews #JayHind
Koraput Town, Koraput
| Aug 15, 2026
#independenceday
#koraput
#80thindependenceday
#koraputnews
#odishanews
#jayhind
MORE NEWS
କୋଟପାଡ଼-କୋଟପାଡ଼ ର ରୁକମଣି ମହନ୍ତଙ୍କ ଟିମ ହେଲେ ସାମ୍ମାନୀତ।ଯାହା କି କୋଟପାଡ଼ ହସ୍ତତନ୍ତ ବୁଣାକାର ଙ୍କୁ ଉତ୍ସାହିତ କରିଛି।
Koraput Town, Koraput | Aug 16, 2026
କୋଟପାଡ଼- ଗତ ୧୪ ତାରିଖ ଦିନ ଷଡ଼ରଙ୍ଗା ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ ଜଡିତ ୩ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ lଏନେଇ ଏକ ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ଏମାନେ। ଗିରଫ ତିନି ଅଭିଯୁକ୍ତ ହେଲେ ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ । ତିନି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ SDPO ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତ
Koraput Town, Koraput | Aug 16, 2026
ଲକ୍ଷ୍ମୀପୁରରେ ବଢୁଛି ମାତୃ ଓ ଶିଶୁ ମୃତ୍ୟୁହାର! ତୁରନ୍ତ ଖୋଲାଯାଉ ସବ୍-ଡିଭିଜନାଲ ମେଡିକାଲ୍: ତାରା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାତୃ ଓ ଶିଶୁ ମୃତ୍ୟୁହାର ବଢୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଲକ୍ଷ୍ମୀପୁରରେ ତୁରନ୍ତ ସବ୍-ଡିଭିଜନାଲ ମେଡିକାଲ୍ ଖୋଲିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଧାୟକ। 👉 ଏବେ ଅପେକ୍ଷା, ସରକାର କେବେ ନେଉଛନ୍ତି ପଦକ୍ଷେପ? #Laxmipur #Koraput #HealthCare #MaternalHealth #ChildHealth #TaraPrasadBahinipati #OdishaNews
Koraput Town, Koraput | Aug 16, 2026
ବିଜେଡି ଓ କଂଗ୍ରେସର ଜଣେ ଜଣେ ଆସନ୍ତୁ ମୁଁ ତାଙ୍କୁ ଜବାବ୍ ଦେବି। ଚ୍ୟାଲେଞ୍ଜ କଲେ କୋରାପୁଟ ବିଧାୟକ ରଘୁରାମ ମାଛ । ବୈପାରିଗୁଡା ବ୍ଲକ ବୈଠକରେ ବିବାଦ ନେଇ ଏବେ ସରଗରମ କୋରାପୁଟ ରାଜନୀତି
Koraput Town, Koraput | Aug 16, 2026
🌿☕ ରାଣୀ ଡୁଡୁମାରେ ଖୋଲିଲା ‘ଅରଣ୍ୟ’ ଇକୋ କାଫେ 🌿 କୋରାପୁଟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣ। ରବିବାର ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅରଣ୍ୟ’ ଇକୋ କାଫେ। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ କାଫେର ଶୁଭାରମ୍ଭ କରିବା ସହ କଫିର ମଜା ନେଇଥିଲେ। 🍵 ଏହି କାଫେରେ ଆଧୁନିକ ସୁବିଧା ସହ କୋରାପୁଟିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ନେଇପାରିବେ ପର୍ଯ୍ୟଟକ। କାଫେର ପରିଚାଳନା ଦାୟିତ୍ୱ **‘ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ’**କୁ ଦିଆଯାଇଛି। ବନ ବିଭାଗର ଏହି ପଦକ୍ଷେପ ସ୍ଥାନୀୟ ମହିଳା SHGଙ୍କୁ ରୋଜଗାରର ନୂଆ ସୁଯୋଗ ଦେବା ସହ ରାଣୀ ଡୁଡୁମାର ପର୍ଯ୍ୟଟନ ଆକର୍ଷଣକୁ ଆହୁରି ବଢ଼ାଇବ। 💚 ପ୍ରକୃତିର ମନୋରମ ପରିବେଶ, ଡୁଡୁମା ଜଳପ୍ରପାତର ସୌନ୍ଦର୍ଯ୍ୟ ଓ କୋରାପୁଟିଆ ଖାଦ୍ୟର ସ୍ୱାଦ—ଏବେ ରାଣୀ ଡୁଡୁମାରେ ମିଳିବ ଏକାଠି। #RaniDuduma #AranyaEcoCafe #Koraput #Tourism #EcoCafe #OdishaTourism #KoraputiaFood #Nandapur #ସ୍ଥାନୀୟରୋଜଗାର #ପର୍ଯ୍ୟଟନ
Koraput Town, Koraput | Aug 16, 2026
କୋରାପୁଟରେ ଆଡ଼ମ୍ବର ସହ ପାଳିତ ୮୦ତମ ସ୍ଵାଧୀନତା ଦିବସ କୋରାପୁଟ ପୋଲିସ ପଡ଼ିଆରେ ଜିଲ୍ଲା ସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ଵାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପରେଡ୍ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖି ଦେଶର ଉନ୍ନତି ସହ କୋରାପୁଟର ବିକାଶ ନେଇ ମତ ପ୍ରକାଶ କରିଛନ୍ତି। 🇮🇳 ଜୟ ହିନ୍ଦ | ବନ୍ଦେ ମାତରମ୍ 🇮🇳 #IndependenceDay #Koraput #80thIndependenceDay #KoraputNews #OdishaNews #JayHind - Koraput Town News