ରାୟଗଡା: ରାୟଗଡ଼ାରେ ୫୩ ଜଣ ସମାଜସେବୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ
ରାୟଗଡ଼ା ଜିଲ୍ଲାରେ ସଡକ ଦୁର୍ଘଟଣାରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇ ଜୀବନ ବଞ୍ଚାଇଥିବା ୫୩ ଜଣ ସମାଜସେବୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।