କଣ୍ଟାମାଳ: ବୌଦ୍ଧ ବିଳାସପୁର ମା ମାହେଶ୍ୱରୀ ପୀଠରେ ଆରମ୍ଭ ହେଲା ଷୋଡଶ ପୂଜା
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ସ୍ଥିତ ମା ମାହେଶ୍ୱରୀ ପୀଠରେ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ପୂଜାନୋତ୍ସବ। ଡୁମାଳ ସମାଜର ଶତାଧିକ ସଦସ୍ୟଙ୍କ ଉପସ୍ଥିତିରେ ବିଭିନ୍ନ ପୂଜାନୀତି ଓ ଶୋଭାଯାତ୍ରା ସହ ଏହି ଉତ୍ସବ ପାଳିତ ହେଉଛି।