Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Up
अमित_शाह
Bollywood
दिल्ली
Patna
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
usr66911008
#କୋରାପୁଟ_ଜିଲ୍ଲାକୁ_ସରକାରଙ୍କ_ଅଣଦେଖା_ଅଭିଯୋଗ କୋରାପୁଟ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ପ୍ରସଙ୍ଗକୁ ନେଇ ସରକାରଙ୍କ ଅଣଦେଖା ଅଭିଯୋଗ ଆଣିଛନ୍ତି କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ରୂପକ ତୁରୁକ। ଜିଲ୍ଲାର ମୌଳିକ ସମସ୍ୟା, ବିକାଶ କାର୍ଯ୍ୟ ଓ ଲୋକଙ୍କ ଦାବି ପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। 📍 କୋରାପୁଟ 🎥 ସମ୍ପୂର୍ଣ୍ଣ ଖବର ଦେଖନ୍ତୁ ଓ ମତାମତ ଜଣାନ୍ତୁ। #Koraput #KoraputNews #OdishaNews #Congress #RupakTuruk #କୋରାପୁଟ #କୋରାପୁଟ_ଖବର #ଓଡ଼ିଶା_ଖବର
Koraput Town, Koraput
| Oct 1, 2026
#କୋରାପୁଟ_ଜିଲ୍ଲାକୁ_ସରକାରଙ୍କ_ଅଣଦେଖା_ଅଭିଯୋଗ
#koraput
#koraputnews
#odishanews
#congress
#rupakturuk
#କୋରାପୁଟ
#କୋରାପୁଟ_ଖବର
#ଓଡ଼ିଶା_ଖବର
MORE NEWS
ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ Amo Odisha Live #news #jayapur #gadpadarschool #highlightseveryonefollowers #nonfollowers
Koraput Town, Koraput | Oct 1, 2026
ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଅଭିଯୋଗ Amo Odisha Live #news #jayapur #gadpadar pmshrischool #highlightseveryonefollowers #nonfollowers
Koraput Town, Koraput | Oct 1, 2026
DHHରେ ଆନ୍ତର୍ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ @amoodishalive #news #jayapur #dhh #nationalvoluntaryblooddonationday #highlightseveryonefollowers #nonfollowers
Koraput Town, Koraput | Oct 1, 2026
#ବିଜେଡି_କଂଗ୍ରେସ_ଉପରେ_ବର୍ଷିଲା_ବିଜେପି କୋଟପାଡ଼ : ବିଜେଡି-କଂଗ୍ରେସ ଉପରେ ବିଜେପିର ବଡ଼ ବୟାନ,ନବରଙ୍ଗପୁର ସାଂସଦ ପ୍ରତିନିଧିଙ୍କ ବଡ଼ ପ୍ରତିକ୍ରିୟା #kotpad #flood #politicalview #BJPPressConference Rupu Bhatra BJP Odisha #Bjd_bjp_Congress #Kotpadflood #koraput #Odisha #fbviralvideo #viralvideo #nonfollowers #Thankyou #Kotpadbreakingnews
Koraput Town, Koraput | Oct 1, 2026
#ବନ୍ୟା_ପୀଡିତଙ୍କ_ପାଇଁ_ବଡ଼_ଘୋଷଣା କୋଟପାଡ଼ : ବନ୍ୟା ପୀଡ଼ିତଙ୍କ ପାଇଁ ବଡ଼ ଘୋଷଣା,ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ,ପୋଷାକ ଓ ଆସବାବପତ୍ର ପାଇଁ ୫ ହଜାର ଟଙ୍କା ଦେବେ ସରକାର,ପ୍ରତିକ୍ରିୟା ରଖିଛନ୍ତି କୋଟପାଡ଼ ବିଧାୟକ ରୁପୁ ଭତ୍ରା #kotpad #Mlakotpad #rupubhatra #pressmeet #flood Bdo Kotpad District Magistrate Koraput CMO Odisha Rupu Bhatra #Kotpadflood #koraput #fbviralvideo #viralvideo #nonfollowers #thankyou #kotpadbreakingnews
Koraput Town, Koraput | Oct 1, 2026
#ରାସ୍ତା_ମଝିରେ_ମଦ_ନଷ୍ଟ_କଲେ_ମହିଳା କୋଟପାଡ଼ : ପଠାନଗୁଡା ଗାଁ ରାସ୍ତା ମଝିରେ ମଦ ନଷ୍ଟ କଲେ ମହିଳା,ମଦ ବିରୋଧରେ ମହିଳାଙ୍କ ରଣ ହୁଙ୍କାର #Kotpad #Pathanguda #madamukti #Madaband #Fbviralvideo #viralvideo #womanprotest Bdo Kotpad District Magistrate Koraput CMO Odisha ଚନ୍ଦ୍ରଶେଖର ମାଝୀ Anam Dian Rupu Bhatra #womanlifefreedom #Koraput #Odisha #Odishanews #Kotpadbreakingnews
Koraput Town, Koraput | Oct 1, 2026
#କୋରାପୁଟ_କଫିକୁ_ନେଇ_ବଡ଼_କଥା_କହିଲେ_କୋରାପୁଟ_କଂଗ୍ରେସ_ଜିଲ୍ଲା_ସଭାପତି_ରୂପକ_ତୁରୁକ କୋରାପୁଟର ପରିଚୟ ଓ ଗୌରବ ସହ ଜଡ଼ିତ କୋରାପୁଟ କଫିକୁ ନେଇ ନିଜର ମତ ରଖିଛନ୍ତି କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ରୂପକ ତୁରୁକ। କୋରାପୁଟ କଫିର ଗୁଣବତ୍ତା, ସ୍ୱତନ୍ତ୍ର ସ୍ୱାଦ ଓ ଚାଷୀଙ୍କ ପରିଶ୍ରମକୁ ନେଇ ସେ ବଡ଼ କଥା କହିଛନ୍ତି। ☕ କୋରାପୁଟ କଫି — କୋରାପୁଟର ଗର୍ବ, ଚାଷୀଙ୍କ ପରିଚୟ। 🌿 #KoraputCoffee #Koraput #Coffee #RupakTuruk #KoraputCongress #KoraputNews #OdishaNews
Koraput Town, Koraput | Oct 1, 2026
#କୋରାପୁଟ_କଫିକୁ_ପ୍ରଶଂସା_କଲେ_ପୂର୍ବତନ_ବିଧାୟକ_ନିମାଇଁ_ସରକାର କୋରାପୁଟର ସୁଗନ୍ଧିତ ଓ ଗୁଣାତ୍ମକ କଫିର ମାନକୁ ପ୍ରଶଂସା କରିଛନ୍ତି ପୂର୍ବତନ ବିଧାୟକ ନିମାଇଁ ସରକାର। କୋରାପୁଟ କଫିର ସ୍ୱତନ୍ତ୍ର ସ୍ୱାଦ ଓ ପରିଚୟକୁ ନେଇ ସେ ନିଜର ମତାମତ ରଖିଛନ୍ତି। 🌿 କୋରାପୁଟ କଫି — ଓଡ଼ିଶାର ଗର୍ବ, କୋରାପୁଟର ପରିଚୟ। ☕❤️ #KoraputCoffee #Koraput #Coffee #NimaiSarkar #KoraputNews #OdishaNews
Koraput Town, Koraput | Oct 1, 2026
#ଅନ୍ତର୍ଜାତୀୟ_କଫି_ଦିବସ_ଅବସରରେ_କଫି_ଚାଷୀଙ୍କୁ_ପ୍ରଶଂସା_କଲେ_ଶରତ_ପଟ୍ଟନାୟକ ଅନ୍ତର୍ଜାତୀୟ କଫି ଦିବସ ଅବସରରେ ଓଡ଼ିଶାର କଫି ଚାଷ ଓ କଫି ଚାଷୀଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ଶରତ ପଟ୍ଟନାୟକ। କଫି ଚାଷର ବିକାଶ ସହ ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଓଡ଼ିଶାର କଫିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। ☕🌿 କଫି ଚାଷୀଙ୍କୁ ଶୁଭେଚ୍ଛା ଓ ସମ୍ମାନ। #InternationalCoffeeDay #CoffeeDay #Coffee #Koraput #OdishaCoffee #CoffeeFarmers #SharathPattnaik
Koraput Town, Koraput | Oct 1, 2026