Public App Logo
"ଫିସ୍ ଦେଇପାରିଲାନାହିଁ ଛାତ୍ରୀ, ବଦଳରେ ସମୟ ବିତାଇବାକୁ କହିଲେ ପ୍ରିନ୍ସିପାଲ୍ ! ରାଜସ୍ଥାନର ପୁଷ୍କର ଅନ୍ତର୍ଗତ ଖେଡ଼ା ଗାଁରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଟଙ୍କା ଅଭାବରୁ ରେଜିଷ୍ଟ୍ରେସନ୍ ଫିସ୍ ଦେଇପାରିନଥିବା ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କ ସହ ପ୍ରିନ୍ସିପାଲ୍ ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। #TrendingNews #RajasthanNews #PushkarNews #CrimeNews #JusticeForGirl #ViralNews #OdishaNews #NewsUpdate #BreakingNews #PublicJustice #viralreels #viralpost @followers - Bhubaneswar M Corp News