ଛତ୍ରପୁର: ବ୍ରହ୍ମପୁରରେ ପ୍ରଥମ ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍ 2026 ଆରମ୍ଭ
ବ୍ରହ୍ମପୁରରେ ଆୟୋଜିତ ହୋଇଛି ପ୍ରଥମ ବ୍ରହ୍ମପୁର ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍ 2026। ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ 8ଟି ଦଳ ଭାଗ ନେଇଛନ୍ତି। ଆସନ୍ତା ଅକ୍ଟୋବର 4 ତାରିଖରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।