Public App Logo
ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ କରଞ୍ଜିଆପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ଚକ୍ରଙ୍କୁ ବିଦ୍ଯାଳୟ ତଥା ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି,୫ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇଥିଲେ ଝୁରିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ। #Department_of_School_and_Mass_Education #CMOOdisha #radhikadeipur #khalapal #karanjiapal #ghasipura #anandapur #kendujhar #Odisha #kendujharhalchal - Anandapur News