Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

ଛେଣ୍ଡିପଦା: ଭାଲୁଖାଇ ଗ୍ରାମରେ ୬୦ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ନଷ୍ଟ କଲେ ହାତୀପଲ

Chhendipada, Angul | Aug 14, 2025
ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଭାଲୁଖାଇ ଗ୍ରାମରେ ଥିବା ପ୍ରାୟ ୪୦ପରିବାରର ୬୦ ଏକରରୁ ଉର୍ଦ୍ଧ୍ବ ଧାନ ଚାଷ ହାତୀପଲ ପଶି ନଷ୍ଟ କରିଛନ୍ତି । ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀମାନେ ଚିନ୍ତାରେ ପଡିଥିବା ବେଳେ ଗୁରୁବାର ସକାଳେ ୧୦ ଘଟିକା ସମୟରେ ଗ୍ରାମକୁ ଆସିଥିବା ହାତୀ ସ୍କୁଆର୍ଡ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ ।