କୋଟପାଡ଼ ବନ୍ୟା ପରିସ୍ଥିତି ରେ ସୁଧାର ଆସୁଛି।ଅନେକ ପରିବାର ଙ୍କ ଘର ଭୁଶୁଡିଛି,ଅନେକ ଚାଷ ଜମି ରେ ଚାଷ ନଷ୍ଟ ହୋଇଛି।ଯାହା କି ଅନେକ ପରିବାର ପ୍ରଭାଭିତ ହୋଇଛନ୍ତି।ଏଭଳି ସ୍ଥିତିରେ ପ୍ରଭାବିତ ପରିବାର ଙ୍କୁ କିପରି ସହାୟତା ଯୋଗେଇ ଦିଆଯିବ ସେଥିପାଇଁ ସରକାର ଙ୍କ ନିର୍ଦ୍ଧେଶ ରେ ପ୍ରଶାସନ ତରଫରୁ ସମସ୍ତ ପ୍ରକ୍ରିୟା ଚାଲୁରହିଛି। ଲୋକଙ୍କୁ ସହାୟତା କରିବା ଭୁଲି ବିରୋଧୀ ଏଭଳି ସ୍ଥିତି ରେ ରାଜନୀତି କରିବା ନିନ୍ଦନୀୟ ବୋଲି କହିଲା କୋଟପାଡ଼ ବିଜେପି। Part 17
Koraput Town, Koraput | Oct 1, 2026