ପାରଳାଖେମୁଣ୍ଡି: ଟିପିଏସଓଡିଏଲ୍ ଠିକା କର୍ମଚାରୀଙ୍କ ସମସ୍ୟା, ବିଧାୟକଙ୍କୁ ଭେଟିଲେ କର୍ମଚାରୀ
ଟିପିଏସଓଡିଏଲ୍ ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ନିଜର ବିଭିନ୍ନ ସମସ୍ୟା ନେଇ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଏହାର ସମାଧାନ ପାଇଁ ବିଧାୟକ ଆଶ୍ୱାସନା ଦେଇଛନ୍ତି।