କୁଜଙ୍ଗ: ପାରାଦ୍ୱୀପ: ପିପ୍ପଳମାଧବ ଅଇବିଲି ଗ୍ରାମର ନିକୁଞ୍ଜ ଖୁଣ୍ଟିଆଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ମନ୍ତ୍ରୀ
ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଇବିଲି ଗ୍ରାମର ନିକୁଞ୍ଜ ଖୁଣ୍ଟିଆଙ୍କ ପରଲୋକ । ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ।