Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଆସିକା: ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକ ଦାହ

Asika, Ganjam | Jan 11, 2026
ଗଞ୍ଜାମ ଜିଲ୍ଲା ଆସିକା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶ ରାଷ୍ଟ୍ରପତି ଙ୍କ କୁଶ ପୁତ୍ତଳିକ ଦାହ କରାଯାଇଛି। ଆସିକା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଘୁମୁସର ଜିଲ୍ଲା ଉପସଭାପତି ମହାଦେବ ସେଠିଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ନିଷ୍ପତ୍ତି କ୍ରମେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ନିର୍ମମ ଭାବେ କରାଯାଉଥିବା ହତ୍ୟା କୁ ବିରୋଧ କରି ପ୍ରଖଣ୍ଡ ସଭାପତି, ନଗର ସଭାପତି, ନଗର ସମ୍ପାଦକ ଙ୍କ ନେତୃତ୍ୱରେ ଏକ ବିରୋଧ ଶୋଭାଯାତ୍ରା ବାହାରି ଆସିକା ସହର ପରିକ୍ରମା ପରେ କୁଶ ପୁତ୍ତଳିକା ଦାହ କରାଯାଇଛି l
ଆସିକା: ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକ ଦାହ - Asika News