ନୂଆପଡା: ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ: ବିଭାଗୀୟ ସମନ୍ୱୟ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ। ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ସହ ଜମି ଅଧିଗ୍ରହଣ ଓ ସରକାରୀ କୋଠା ମରାମତି ପାଇଁ ନିର୍ଦ୍ଦେଶ। ଓଏସ୍ୱାସ୍ରେ ଭଲ ପ୍ରଦର୍ଶନ ପାଇଁ ତିନୋଟି କାର୍ଯ୍ୟାଳୟକୁ ପୁରସ୍କାର।