ନୂଆପଡା: ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ପଦକ୍ଷେପ: ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ
ପ୍ରବାସୀ ଶ୍ରମିକ ପ୍ରଥା ରୋକିବା ଓ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଜିଲ୍ଲାରେ ବିଭିନ୍ନ ବିଭାଗ ମାଧ୍ୟମରେ ପ୍ରବାସୀ ପରିବାରଙ୍କୁ ମିଳୁଛି ଆର୍ଥିକ ସହାୟତା।