Public App Logo
ନାଉଗାଁ ଶାଳିଜଙ୍ଗା ମହିମା ଅଲେଖ ଆଶ୍ରମ ରେ ଦୀର୍ଘ ଦିନ ଧରି ଚାଲିଥିବା ବାଦ ବିବାଦ ର ତଦନ୍ତ କରିବା ପାଇଁ ମଠରେ ଆସି ପହଂଚିଲେ ଓଡିଶା ଉଚ୍ଚ ନ୍ୟାୟଳୟ ର ମାନ୍ୟବର କୋର୍ଟ କମିଶନ ଶ୍ରୀ ଯୁଗଳ କିଶୋର ପଣ୍ଡା #Arnabnews #jagatsinghpur #highlightseveryone #highlights - Naugaon News