ଵ୍ରହ୍ମପୁର ପୋଲିସ ଜିଲ୍ଲାରେ ନୂତନ ଏସପି ଭାବେ ଯୋଗଦାନ କରିଲେ ଅଭିନବ ସୋନକର, ପୂର୍ବ ଏସପି ଡାକ୍ତର ଶ୍ରବଣ ବିବେକ ଏମ ଭୁବେନେଶ୍ବସର ଡିସିପି ଭାବେ ବଦଳି ହେବା ପରେ ଢେଙ୍କାନାଳ ଏସପି ଅଭିନବ ସୋନକର ଵ୍ରହ୍ମପୁର ଏସପି ଭାବେ ଦାୟିତ୍ୱ ନେଲେ, ଲୋକଙ୍କ ସହ ଭଲ ସଂପର୍କ ସହ କ୍ରାଇମ କଣ୍ଟ୍ରାଲ ଟ୍ରାଫିକ ନିୟନ୍ତ୍ରଣ ପ୍ରମୁଖ ଲକ୍ଷ ରହିବ, ଏହାସହ ପାର୍ବଣ ରେ କେମିତି ଶାନ୍ତି ଶୃଙ୍ଖଳା ସହିତ ହେବ ତା ପାଇଁ ପୋଲିସ ସମସ୍ତ ସୁରକ୍ଷା ବେବସ୍ଥା ହାତକୁ ନିଆଯିବ ବୋଲି କହିଛନ୍ତି ନୂତନ ଏସ୍ପି,
#gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 26, 2026