Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
image
image
image

ଲେଫ୍ରିପଡ଼ା ବ୍ଲକରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୩ଟି ଅଭିଯୋଗର ଶୁଣାଣି। ସୁନ୍ଦରଗଡ଼, ୬/୭: ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ପଞ୍ଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶୁଣାଣିରେ ମୋଟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ଏବଂ ୨୮ଟି ସାମୂହିକ ଅଭିଯୋଗ ଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୧୨ ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ୧୨ ଜଣ ଆବେଦନ କରିଥିଲେ। ଶୁଣାଣିରେ ମୁଖ୍ୟତଃ ରାସ୍ତାଘାଟ ସମସ୍ୟା, ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ପେନସନ, ବିଦ୍ୟୁତ୍ ସେବା, ରାସନ କାର୍ଡ, ପାନୀୟ ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସିଡିଏମ୍ ଓ ପିଏଚ୍‌ଓ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତସୀ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

MORE NEWS

ସ୍ୱାଧୀନତା ଦିବସର ଅବସରରେ ମିଡିଆ ଏକାଦଶ ଓ ଓକିଲ ସଂଘ ମଧ୍ୟରେ ଆୟୋଜିତ ହେଲା ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍। ⚽🇮🇳
ପ୍ରତିଯୋଗିତାର ଉତ୍ସାହ ମଧ୍ୟରେ ଉଭୟ ଦଳ ଦେଖାଇଥିଲେ ଖେଳୁଆଡ଼ ମନୋଭାବ ଓ ପରସ୍ପର ପ୍ରତି ସମ୍ମାନ। ଖେଳ ମାଧ୍ୟମରେ ଭାଇଚାରା  ଓ ଏକତାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ ମିଡିଆ ଓ ଓକିଲ ସଂଘର ସଦସ୍ୟମାନେ। 🤝⚽

ସ୍ୱାଧୀନତା ଦିବସର ଅବସରରେ ମିଡିଆ ଏକାଦଶ ଓ ଓକିଲ ସଂଘ ମଧ୍ୟରେ ଆୟୋଜିତ ହେଲା ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍। ⚽🇮🇳 ପ୍ରତିଯୋଗିତାର ଉତ୍ସାହ ମଧ୍ୟରେ ଉଭୟ ଦଳ ଦେଖାଇଥିଲେ ଖେଳୁଆଡ଼ ମନୋଭାବ ଓ ପରସ୍ପର ପ୍ରତି ସମ୍ମାନ। ଖେଳ ମାଧ୍ୟମରେ ଭାଇଚାରା ଓ ଏକତାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ ମିଡିଆ ଓ ଓକିଲ ସଂଘର ସଦସ୍ୟମାନେ। 🤝⚽

Sundargarh, Sundargarh | Aug 17, 2026

🇮🇳 ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳
ଅଶ୍ୱିନୀ କୁମାର ନାୟକ ।ଜିଲ୍ଲା ପରିଷଦ ସଦସ୍ୟ, ସୁନ୍ଦରଗଡ଼ ସଦର "କ"
#IndependenceDay #HappyIndependenceDay #AshwiniKumarNayak #Sundargarh #SundargarhSadar #Odisha #IndependenceDay2026 #15August #JaiHind #SundargarhNews

🇮🇳 ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳 ଅଶ୍ୱିନୀ କୁମାର ନାୟକ ।ଜିଲ୍ଲା ପରିଷଦ ସଦସ୍ୟ, ସୁନ୍ଦରଗଡ଼ ସଦର "କ" #IndependenceDay #HappyIndependenceDay #AshwiniKumarNayak #Sundargarh #SundargarhSadar #Odisha #IndependenceDay2026 #15August #JaiHind #SundargarhNews

Sundargarh, Sundargarh | Aug 15, 2026

ବର୍ଷାରେ ବେହାଲ୍ ରାଉରକେଲା! ରାସ୍ତାଘାଟରେ ଜମିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ।
#Rourkela #RourkelaNews #HeavyRain #RainAlert #OdishaRain #OdishaNews #Rainfall #Waterlogging #RourkelaCity #Sundargarh #SundargarhNews #BreakingNews #OdishaUpdates #WeatherUpdate #Monsoon

ବର୍ଷାରେ ବେହାଲ୍ ରାଉରକେଲା! ରାସ୍ତାଘାଟରେ ଜମିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ। #Rourkela #RourkelaNews #HeavyRain #RainAlert #OdishaRain #OdishaNews #Rainfall #Waterlogging #RourkelaCity #Sundargarh #SundargarhNews #BreakingNews #OdishaUpdates #WeatherUpdate #Monsoon

Sundargarh, Sundargarh | Aug 14, 2026