Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

କେନ୍ଦ୍ରାପଡା: ରାଜକନିକା କଟଣା ବଣିଆ ମଦରଙ୍ଗାପାଟ ଗାଁର ରତ୍ନାକର ସେଠୀଙ୍କ ଘର ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳିଗଲା

Kendrapara, Kendrapara | Apr 29, 2025
ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର, ଲକ୍ଷ୍ୟଧିକ ଟଙ୍କାର ସମ୍ପତ୍ତି ନଷ୍ଟ।ରାଜକନିକା ଥାନା ଅନ୍ତର୍ଗତ କାଟଣା-ବଣିଆ ପଞ୍ଚାୟତର ମଦରଙ୍ଗା ପାଟ ଗାଁର ରତ୍ନାକର ସେଠି ଙ୍କ ଘର ଆଜି ଅପରାହ୍ନ ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଜଳିଯିବା ସହିତ ଲକ୍ଷ୍ୟଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବାବେଳେ ବିଦ୍ୟୁତ ସଟସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।ତେବେ ରତ୍ନାକରଙ୍କୁ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ଦାବିକରିଛନ୍ତି।

MORE NEWS