Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

କଟକ ପୌରାଞ୍ଚଳ: ଓଲବ ପଂଚାୟତ ର ବିଭିନ୍ନ ଗାଁରେ ବିଧାୟକ ଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଆଜି ଅପରାହ୍ନ ରେ ନରସିଂହପୁର ବ୍ଲକର ଓଲବ ଗ୍ରାମପଞ୍ଚାୟତର ଶିମିଳିବୋଲ, ଭଅଁରପାଳ, ଅଭିମାନପୁର, କଂସେଇଲୋ, ଓଲବ, ଗୁପ୍ତମାଣିକ, ଦେଓଝର ବାରସିଙ୍ଗା, ଓସ୍ତପାଳ ତଳପୁଞ୍ଜି, ଖଜୁରୀକଣ, ବୋରସ ଓ ମହୁଲମଡା ଆଦି ଅଞ୍ଚଳକୁ ପ୍ରତ୍ୟକ୍ଷ ଭାବେ ଯାଇ ଘରକୁ ଘର ବୁଲି ଲୋକଙ୍କ ଅସୁବିଧା ସବୁ ବୁଝିଛନ୍ତି ବିଧାୟକ ବିଜୟ ଦଳବେହେରା।
କଟକ ପୌରାଞ୍ଚଳ: ଓଲବ ପଂଚାୟତ ର ବିଭିନ୍ନ ଗାଁରେ ବିଧାୟକ ଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ - Cuttack M Corp PS News